୧୩୩ ପୁଲିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଦଶମ ଓ ଯୁକ୍ତ ଦୁଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 5, 2020

୧୩୩ ପୁଲିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଦଶମ ଓ ଯୁକ୍ତ ଦୁଇ

ପାଟଣା : ବିହାର ପୁଲିସ ସବ୍‌-ଅର୍ଡିନେଟ୍‌ କମିଶନ୍‌ ପକ୍ଷରୁ ଖାଲି ପଡ଼ିଥିବା ୧୩୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଷ୍ଟେନୋ ଆସିଷ୍ଟାଣ୍ଟ ସବ୍‌-ଇନସ୍ପେକ୍ଟର ପରି ପଦବୀ ରହିଛି। ଏଥିପାଇଁ ଅନଲାଇନ୍‌ରେ ଆବେଦନ ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ୩୦ ମାର୍ଚ୍ଚ ମଧ୍ୟରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୩୦ ମାର୍ଚ୍ଚ ରହିଛି।

ଯୋଗ୍ୟତା

ଆବେଦନକାରୀ ଦଶମ ଓ ଯୁକ୍ତଦୁଇ ପାସ୍‌ କରିଥିବା ଆବଶ୍ୟକ। ଏଥି ସହିତ କମ୍ପ୍ୟୁଟର ଆପ୍ଲିକେସନ୍‌ରେ ଡିପ୍ଲୋମା କରିଥିବେ।

ବୟସସୀମା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୨୫ ବର୍ଷ

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆବେଦନକାରୀଙ୍କ ପାଇଁ ଏହି ବୟସସୀମାରେ କୋହଳ କରାଯାଇଛି।

ଆବେଦନ ଶୁଳ୍କ

ସାଧାରଣ ଓ ଅନ୍ୟାନ୍ୟ ବର୍ଗ-୭୦୦ ଟଙ୍କା

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ – ୪୦୦ ଟଙ୍କା

ଅଧିକ ସୂଚନା ପାଇଁ ବିହାର ପୁଲିସର ଅଫିସିଆଲ୍‌ ୱେବସାଇଟ୍‌ www.bpssc.bih.nic.in କୁ ଭିଜିଟ୍‌ କରନ୍ତୁ।



from Odisha Reporter https://ift.tt/39r65y7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages