‘ମୋ ମୋବାଇଲ୍‌ରେ ଭଲ ପାଣିପାଗ ଲୋଡ୍‌ କରିଦେଲ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 1, 2020

‘ମୋ ମୋବାଇଲ୍‌ରେ ଭଲ ପାଣିପାଗ ଲୋଡ୍‌ କରିଦେଲ’

ଦୋକାନୀ- ମ୍ୟାଡମ୍ ଆପଣ ଚିନ୍ତାରେ କାହିଁକି ଅଛନ୍ତି?

ଯୁବତୀ- ମୋ ଫୋନ୍‌ରେ ନେଟୱର୍କ ଆସୁନି, ଆପଣ ଟିକେ ଦେଖିଲେ।

ଦୋକାନୀ- ମ୍ୟାଡମ୍‌ ପାଣିପାଗ ଖରାପ ଅଛି। ସେଥିପାଇଁ ନେଟୱର୍କ ଟିକେ ରହୁନି।

ଯୁବତୀ- ୫୦୦ଟଙ୍କା ନେଇ ଭଲ ପାଣିପାଗ ଲୋଡ୍‌ କରିଦେଲ।



from Odisha Reporter https://ift.tt/2I6HmmG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages