ଜୁଆ ଆଡ୍ଡାରେ ଚଢ଼ଉ, ୧୭ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 6, 2020

ଜୁଆ ଆଡ୍ଡାରେ ଚଢ଼ଉ, ୧୭ ଅଟକ

ଚୌଦ୍ୱାର (ଶଶାଙ୍କ ଶେଖର ପଣ୍ଡା): କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ୍‌ ଚଢ଼ଉ କରିଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କା ସହ ଗୋଟିଏ ଦାମୀ କାର୍ ଓ ୧୦ଟି ବାଇକ୍ ଜବତ ହୋଇଛି। ଏହାସହ ଜୁଆ ଖେଳରେ ସଂପୃକ୍ତ ଥିବା ୧୭ ଜଣଙ୍କୁ ଉଠାଇ ନେଇ ପୁଲିସ୍‌ ପଚରାଉଚରା କରୁଛି।

ମଙ୍ଗୁଳି ଛକ ନିକଟରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ୍ କୌଣସି ସୂତ୍ରୁରୁ ଖବର ପାଇଥିଲା। ଏହାପରେ ପୂର୍ବ ଯୋଜନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ର ଏକ ଟିମ୍‌ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା।



from Odisha Reporter https://ift.tt/2PTBZv8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages