ନନ୍ଦନକାନନରେ ଆଖି ବୁଜିଲା ସୂରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 17, 2020

ନନ୍ଦନକାନନରେ ଆଖି ବୁଜିଲା ସୂରଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନନ୍ଦନକାନନରେ ଆଖି ବୁଜିଲା କଲରାପତରିଆ ବାଘ ସୂରଜ। ଗତ କିଛି ଦିନ ଧରି ବ୍ଲାଡ୍ ପ୍ରୋଟୋଜନ୍ ଇଡ଼ଫେକ୍ସନ୍‌ରେ ପୀଡ଼ିତ ଥିଲା ସୂରଜ। ତେବେ ଗତକାଲି ଅପରାହ୍ନରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ଗତକାଲି ରାତିରେ ତାର ମୃତ୍ୟୁ ହୋଇଛି। ୧୬ ବର୍ଷ ବୟସରେ ସୂରଜର ମୃତ୍ୟୁ ହୋଇଥିବା ଜଣାଯାଇଛି।

୨୦୦୪ ମସିହା ଜୁଲାଇରେ ଭଞ୍ଜନଗର ଅଞ୍ଚଳରୁ ସୂରଜକୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ସେ ୩ରୁ ୪ ମାସର ଛୁଆ ଥିଲା। ବୟସାଧିକ ହେତୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଏହି ବାଘର ଗତ ରାତିରେ ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ପରିବେଶବିତ୍‌ଙ୍କ ମନରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

ସୂରଜର ମୃତ୍ୟୁ ପରେ ଏବେ ନନ୍ଦନକାନନରେ କେବଳ ୩ଟି ପୁରୁଷ ଓ ୨ଟି ମାଈ କଲରାପତରିଆ ବାଘ ରହିଛନ୍ତି।

 



from Odisha Reporter https://ift.tt/2Qq8e5B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages