କରୋନା ସତର୍କତା: ବସ୍‌ରେ ଓଭରଲୋଡିଂ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

କରୋନା ସତର୍କତା: ବସ୍‌ରେ ଓଭରଲୋଡିଂ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ଏବେ ରାଜ୍ୟରେ ଅନେକ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବେ ବେଳେ ବସ୍‌ ଗୁଡ଼ିକ ପାଇଁ ମଧ୍ୟ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ବସ୍‌ରେ ଆଦୌ ଓଭରଲୋଡିଂ ନ କରିବାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଜାରି କରିଛନ୍ତି। ତାଙ୍କ ସୂଚନା ଅନୁଯାୟୀ ବସ୍‌ରେ ସିଟ୍‌ ଠାରୁ ଅଧିକ ଲୋକ ଯାଇପାରିବେ ନାହିଁ। କେହି ଛିଡ଼ା ହୋଇ ଯାଇ ପାରିବେ ନାହିଁ। ସେହିଭଳି ବସ୍‌ ଗୁଡ଼ିକୁ ସଫାସୁତର ରଖିବାକୁ କୁହାଯାଇଛି। ଡ୍ରାଇଭରଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଛି। ଯାତ୍ରୀମାନେ ମଧ୍ୟ ଟିକେ ପରସ୍ପର ଠାରୁ ଦୂରେଇ ରହିଲେ ଭଲ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2wbzlu7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages