ବସ୍‌ରୁ ଓହ୍ଲାଇବା ବେଳେ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 2, 2020

ବସ୍‌ରୁ ଓହ୍ଲାଇବା ବେଳେ ଚାଲିଗଲା ଜୀବନ

ଭଦ୍ରକ (ପାର୍ଥସାରଥୀ ନାୟକ): ବସରୁ ଓହ୍ଲାଇବା ବେଳେ ଚାଲି ଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ଗତକାଲି ଭଦ୍ରକ ସହରର ବନ୍ତ ଛକରେ ଘଟିଥିଲା ଏହି ଘଟଣା।
ମୃତ ବ୍ୟକ୍ତିଙ୍କ ନାଁ ବଙ୍କୁ ବେହେରା। ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଈରମ ଅଞ୍ଚଳରେ।

ସୂଚନା ଅନୁଯାୟୀ, ସେ ହୃଦରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ସ୍ତ୍ରୀ ଓ ପୁଅ ସହ କଟକ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇ ବସ୍ ଯୋଗେ ଘରକୁ ଫେରୁଥିଲେ। ବନ୍ତ ଛକ ନିକଟରେ ବସରୁ ଓହ୍ଲାଇବା ବେଳେ ଛାତିରେ ଯନ୍ତ୍ରଣା ହେବା ଯୋଗୁ ତଳେ ପଡ଼ିଯାଇଥିଲେ। ପାଟ୍ରୋଲିଂ ପୋଲିସ୍ ତାଙ୍କୁ ନେଇ ଭଦ୍ରକ ମେଡିକାଲ୍ ଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



from Odisha Reporter https://ift.tt/32Kn4IZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages