ଚିଲିକା ମଝିରେ ଫସିଲା ଡଙ୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 3, 2020

ଚିଲିକା ମଝିରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଚିଲିକା ମଝିରେ ଅଟକିଲା ଡଙ୍ଗା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ଜହ୍ନିକୁଦାରୁ ସାତପଡ଼ା ଯିବାବେଳେ ମହିଷା ନିକଟରେ ଅଟକିଛି ଡଙ୍ଗା । ଏହି ଡଙ୍ଗାରେ ୩୦ରୁ ଅଧିକ ଛାତ୍ରଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା ମିଳିଛି।

ଡଙ୍ଗାରେ କିଛି କଲେଜ ଛାତ୍ର  ଫସିଥିବା ବେଳେ ସେମାନେ +୨ ପରୀକ୍ଷା ଦେବାକୁ ଚିଲିକାରେ ସାତପଡା ଯାଉଥିବା ଜଣାଯାଇଛି।  ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ଅଟକି ରହିଥିବା ସୂଚନା ମିଳିଛି। ଡଙ୍ଗାରେ ଥିବା ଯୁକ୍ତ ଦୁଇ ଛାତ୍ରଙ୍କ ସମେତ ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।



from Odisha Reporter https://ift.tt/39me937

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages