କ୍ରିସ୍ପି ଏଗ୍ ବଲ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

କ୍ରିସ୍ପି ଏଗ୍ ବଲ୍ସ

ଆବଶ୍ୟକ ସାମଗ୍ରୀ:
ସିଝା ଅଣ୍ଡା, ଚାଉଳ ଗୁଣ୍ଡ, ବେସନ, କଞ୍ଚା ଲଙ୍କା, ଭେଜିଟେବଲ୍ ଅଏଲ୍‌, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ବିସ୍କୁଟ ଗୁଣ୍ଡ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ସିଝା ଅଣ୍ଡାରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଏକ ପାତ୍ରରେ ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ମିଶାଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ।

ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସିଝା ଅଣ୍ଡାକୁ ଏହି ମିଶ୍ରଣରେ ବୁଡ଼ାଇ ବିସ୍କୁଟ୍ ଗୁଣ୍ଡରେ ଏପଟ ସେପଟ କରି ତେଲରେ ଡିପ୍‌ ଫ୍ରାଏ କରନ୍ତୁ। ଅଣ୍ଡାର ରଙ୍ଗ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପରେ ଏହାକୁ କଡ଼େଇରୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କ୍ରିସ୍ପି ଏଗ୍ ବଲ୍ସ’। ଏହାକୁ ଚଟଣୀ କିମ୍ବା ସସ୍‌ ସହିତ ପରଷନ୍ତୁ।



from Odisha Reporter https://ift.tt/2JDTSeg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages