୪ ଏପ୍ରିଲ୍‌, ଶନିବାର: କୌଣସି କଥାକୁ ନେଇ ଚିନ୍ତିତ ରହିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

୪ ଏପ୍ରିଲ୍‌, ଶନିବାର: କୌଣସି କଥାକୁ ନେଇ ଚିନ୍ତିତ ରହିବେ

ମେଷ: ଘରେ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ କାହା ସହିତ ଅଯଥାରେ କଳି କରନ୍ତୁ ନାହିଁ।

ବୃଷ: ଅତି ଜରୁରୀ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ କାର୍ଯ୍ୟକ୍ଷେତ୍ରକୁ ଯାଇପାରନ୍ତି। ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

ମିଥୁନ: ଦିନଟି ଭଲରେ କଟିବ। ଶରୀର ସୁସ୍ଥ ରହିବ। ମନ ଖୁସି ରହିବ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବନ୍ଧୁବାନ୍ଧବଙ୍କ ପରାମର୍ଶ ନେବେ। ନୂଆ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି।

ସିଂହ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପିଲାମାନଙ୍କ ପଢ଼ାପଢ଼ିକୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଘରର କୌଣସି ବାକି କାର୍ଯ୍ୟକୁ ପୂରା କରିବେ।

କନ୍ୟା: ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପଢ଼ାପଢ଼ିରେ ଧ୍ୟାନ ଦିଅନ୍ତୁ। ପରିବାରର କୌଣସି କାର୍ଯ୍ୟରେ କେହି ସଦସ୍ୟ ସାହାଯ୍ୟ ଚାହୁଁଥିଲେ ଅବଶ୍ୟ କରନ୍ତୁ।

ତୁଳା: ଦ୍ୱନ୍ଦ୍ୱ ଭିତରେ ରହିବେ। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯଥା ସମ୍ଭବ ମନକୁ ଶାନ୍ତ ରଖିବାକୁ ପ୍ରୟାସ କରନ୍ତୁ।

ବିଚ୍ଛା: ଘର କାମରେ ବ୍ୟସ୍ତ ରହିବେ। ମଧ୍ୟାହ୍ନ ପରେ ଟିକେ ଚିଡ଼ିଚିଡ଼ା ହୋଇଯିବେ। ତେବେ ସେଥିପାଇଁ ଅଯଥାରେ ବିରକ୍ତ ହୋଇ କାହାକୁ ଟାଣ କଥା କୁହନ୍ତୁ ନାହିଁ।

ଧନୁ: ପରିବାରରେ ହସଖୁସିର ପରିବେଶ ରହିବ। ବହୁ ଦିନର ପୁରୁଣା ବନ୍ଧୁଙ୍କ ଫୋନ୍ ଆସିପାରେ।

ମକର: ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଜରୁରୀ ସେବାରେ ନିୟୋଜିତ ଥିଲେ କାର୍ଯ୍ୟକ୍ଷେତ୍ରକୁ ଯାଇପାରନ୍ତି। କୌଣସି ନୂଆ ବ୍ୟବସାୟ କରିବା ଦିଗରେ ଘର ଲୋକଙ୍କ ସହିତ ଆଲୋଚନା କରିପାରନ୍ତି।

କୁମ୍ଭ: ଘରେ ରହିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଅପରାହ୍ଣ ପରେ ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।

ମୀନ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ପଢ଼ାପଢ଼ି କରନ୍ତୁ ଅବା ଘରର କୌଣସି କାମ କରନ୍ତୁ।



from Odisha Reporter https://ift.tt/3aFM47q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages