ଘର ଭାଙ୍ଗି ପଶିଲା, ବୃଦ୍ଧାଙ୍କୁ ଦଳି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

ଘର ଭାଙ୍ଗି ପଶିଲା, ବୃଦ୍ଧାଙ୍କୁ ଦଳି ଦେଲା

ପାଟଣାଗଡ଼ (ବଂଶୀଧର ସେଠ): ଘରେ ଶୋଇଥିବାବେଳେ ବୃଦ୍ଧାଙ୍କୁ ଦଳି ମାରିଦେଲା ହାତୀ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ହନୁପଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ବୃଦ୍ଧା ହେଲେ ବେଲମତି ବରାହ। ହାତୀଟି ବେଲମତିଙ୍କ ଘର ମଧ୍ୟ ଭାଙ୍ଗିଦେଇଛି। ହାତୀକୁ କାବୁ କରିବାକୁ ଖପ୍ରାଖୋଲ ବନ ବିଭାଗ ଖୋଜାଖୋଜି ଜାରି ରଖିଛି।



from Odisha Reporter https://ift.tt/2XtJQnU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages