କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଦୋହଲିଲା ବିଦ୍ୟୁତ୍‌ ଖୁଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଦୋହଲିଲା ବିଦ୍ୟୁତ୍‌ ଖୁଣ୍ଟ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଗତକାଲି ୮ଟି ସ୍ଥାନରେ ତାପମାତ୍ରା  ୪୦ ଡିଗ୍ରୀ ଉପରେ  ରହିଥିଲା। ହେଲେ ଗତକାଲି ଅପରାହ୍ଣରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ସମେତ ଇଟାମାଟି ଓ ବିଜିପୁରରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା।

ଏହି  ସବୁ  ଅଞ୍ଚଳରେ କୁଆ ପଥର ମାଡ଼ ସହ ପ୍ରବଳ ବର୍ଷା ଓ  ବଜ୍ରପାତ ହୋଇଥିଲା। ପବନରେ ଅନେକ ଗଛ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍‌ ପୋଲ ଦୋହଲି ଯାଇଛି।



from Odisha Reporter https://ift.tt/2KlozoV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages