ନୀତି ଆୟୋଗ ଅଫିସ୍ ସିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

ନୀତି ଆୟୋଗ ଅଫିସ୍ ସିଲ୍‌

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗ ଅଫିସ୍‌କୁ ସିଲ୍ କରି ଦିଆଯାଇଛି। ନିର୍ଦ୍ଦେଶକ ସ୍ତରର ଜଣେ ଅଧିକାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି। ୪୮ ଘଣ୍ଟା ପାଇଁ ଏହି ଅଫିସ୍‌କୁ ସିଲ୍ କରାଯାଇଛି।

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ୭ ଦିନ ମଧ୍ୟରେ ଦେଶର ୮୦ଟି ଜିଲ୍ଲାରେ ଜଣେ ବି ହେଲେ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଗତ ୧୪ ଦିନରେ ୪୭ଟି ଜିଲ୍ଲାରେ କରୋନାର ଗୋଟିଏ ବି ନୂଆ ମାମଲା ଦେଖିବାକୁ ମିଳିନାହିଁ। ସେହିପରି ଗତ ୨୧ ଦିନରେ ୩୯ଟି ଜିଲ୍ଲାରୁ ନୂଆ ମାମଲା ଆସିନି। ଏମିତିକି ଗତ ୨୮ ଦିନରେ ୧୭ ଟି ଜିଲ୍ଲାରୁ ଗୋଟିଏ ବି ନୂଆ ମାମଲା ଆସିନି।



from Odisha Reporter https://ift.tt/3f3i6Nx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages