୫ ଏପ୍ରିଲ୍‌, ରବିବାର: ଘରେ କାହା ସହ ମତାନ୍ତର ହୋଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 4, 2020

୫ ଏପ୍ରିଲ୍‌, ରବିବାର: ଘରେ କାହା ସହ ମତାନ୍ତର ହୋଇପାରେ

ମେଷ: ପରିବାରରେ ହସଖୁସିର ବାତାବରଣ ରହିବ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ବୃଷ: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ମିଥୁନ: ଆତ୍ମବିଶ୍ୱାସ ବଢ଼ିବ। ବାଦ-ବିବାଦ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ।

କର୍କଟ: ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଘରେ କାହା ସହ ମତାନ୍ତର ହୋଇପାରେ।

ସିଂହ: କିଛି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ଦାମ୍ପତ୍ୟ ଜୀବନ ଭଲରେ କଟିବ। ଘର କାମରେ ମନ ଦେବେ। ଘର ଲୋକଙ୍କୁ କାମରେ ସହଯୋଗ କରିବେ।

ତୁଳା: ଖାଦ୍ୟପେୟର ଯତ୍ନ ନିଅନ୍ତୁ। କୌଣସି ପୁରୁଣା ରୋଗ ସମସ୍ୟା ସୃଷ୍ଟି କରିପାରେ। ସେମିତି ହେଲେ ଆଦୌ ଅବହେଳା ନ କରି ଡାକ୍ତରଖାନା ଯା’ନ୍ତୁ।

ବିଚ୍ଛା: ଦିନଟି ଭଲରେ କଟିବ। କେହି ଆପଣଙ୍କ ଠାରୁ ଋଣ ନେଇଥିଲେ ଆଜି ଫେରାଇ ପାରନ୍ତି।

ଧନୁ: ଶରୀର ଫୂର୍ତ୍ତି ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଅଳସୁଆ ଅନୁଭବ କରିପାରନ୍ତି।

ମକର: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

କୁମ୍ଭ: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଫୋନ୍ କରିପାରନ୍ତି।

ମୀନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ୟାରିୟର୍‌ରେ କିଛି ପରିବର୍ତ୍ତନ କରିବାକୁ ଯୋଜନା କରିପାରନ୍ତି।



from Odisha Reporter https://ift.tt/3bXFqKd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages