ନିଜ ଜୀବନ ଦେଇ ମାଲିକଙ୍କ ପରିବାର ବଞ୍ଚାଇଲା ପୋଷା କୁକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ନିଜ ଜୀବନ ଦେଇ ମାଲିକଙ୍କ ପରିବାର ବଞ୍ଚାଇଲା ପୋଷା କୁକୁର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନିଜ ମାଲିକ ଓ ତାଙ୍କ ପରିବାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଜୀବନକୁ ବଳି ଦେଲା ପୋଷା କୁକୁର। ଘଟଣା ଘଟିଛି ବ୍ରହ୍ମପୁର ଆମ୍ବପୁଆର ବୀମା ନଗରସ୍ଥିତ ସମ୍ୱିତ କୁମାର ରାଉତଙ୍କ ଘରେ।

ଗତକାଲି ସମ୍ୱିତଙ୍କ ଘର ଭିତରକୁ ଏକ ବିଷାକ୍ତ ସାପ ପଶିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ସମ୍ୱିତଙ୍କ ପୋଷା କୁକୁର ସାପଟିକୁ ଘର ବାରଣ୍ଡାରେ  ମାରି ଦେଇଥିଲା।  ହେଲେ ସାପ ଚୋଟରେ ପୋଷା କୁକୁରର ମଧ୍ୟ ମୃତ୍ୟୁ ଘଟିଛି।

ସମ୍ୱିତ ଘର ଭିତରୁ ଆସି ଦେଖିଲା ବେଳକୁ ସାପଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ପୋଷା କୁକୁର ପାଟିରେ ରକ୍ତ ଲାଗିଥିଲା। ଏହାପରେ ଛଟପଟ ହୋଇ କୁକୁରଟିର ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/2RuqA6b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages