ବଜ୍ରପାତରେ ଜଳିଗଲା ୨ ବଖରା ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 25, 2020

ବଜ୍ରପାତରେ ଜଳିଗଲା ୨ ବଖରା ଘର

କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଧାତିକିଆ ଗାଁରେ ବଜ୍ରପାତ ହେବାରୁ ଦୁଇ ବଖରା ଘର ଜଳି ଯାଇଛି।

ଗତକାଲି ବିଳମ୍ୱିତ ରାତିରେ ଗାଁର ବୈଦେହୀ ନାଏକଙ୍କ ଘର ଉପରେ ବଜ୍ରପାତ ହୋଇଥିଲା। ଏଥିରେ ତାଙ୍କର ଦୁଇ ବଖରା ଚାଳ ଛପର ଘର ପୋଡ଼ି ଯାଇଥିଲା। ଏଥିସହ ଘରେ ରଖିଥିବା ଏକ ବାଇକ୍‌ରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେ ରଖିଥିବା ହଂସ ଓ କୁକୁଡ଼ା ବି ନିଆଁରେ ପୋଡ଼ି ଯାଇଛନ୍ତି। ତେବେ ବୈଦେହୀଙ୍କ ପରିବାରର ୩ ଜଣ ସଦସ୍ୟ  ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।



from Odisha Reporter https://ift.tt/2KBGFTG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages