ପରିବା ଚାଷରେ ମାତିଛନ୍ତି ଜୁହି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ପରିବା ଚାଷରେ ମାତିଛନ୍ତି ଜୁହି

ମୁମ୍ବାଇ: ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ଫାର୍ମ ହାଉସରେ ସମୟ ଅତିବାହିତ କରୁଛନ୍ତି। ତେବେ ଘରେ ନ ବସି ବଗିଚା କାମରେ ସେ ନିଜକୁ ବ୍ୟସ୍ତ ରଖୁଛନ୍ତି। ସେ ବିଭିନ୍ନ ପ୍ରକାର ପନିପରିବା ଗଛ ଲଗାଉଛନ୍ତି। ଏନେଇ ସେ କିଛି ଫଟୋ ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛନ୍ତି। ଏହି ଫଟୋରେ ସେ ଏକ ଗିନା ଧରିଛନ୍ତି ଓ ଆଉ ଏକ ହାତରେ ଲୁହାର ଏକ ଉପକରଣ ଧରି ମାଟି ଖୋଳୁଛନ୍ତି।
ଫଟୋ ଗୁଡ଼ିକୁ ଶେଆର କରି ଜୁହି ଲେଖିଛନ୍ତି, ଏଇ ଦେଖନ୍ତୁ !! ମୋର ନୂଆ କାମ…ମେଥି, ଟମାଟୋ ଓ ଧନିଆ ଲଗାଇବା ପାଇଁ ପଟି ତିଆରି କରୁଛି। ଦେଖିବା କ’ଣ ହେଉଛି।



from Odisha Reporter https://ift.tt/2wANEJ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages