କରୋନା ଚିନ୍ତା; ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

କରୋନା ଚିନ୍ତା; ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା): ସାରା ବିଶ୍ୱ କରୋନାକୁ ନେଇ ଭୟଭୀତ ଅବସ୍ଥାରେ ଥିବା ବେଳେ ନକ୍ସଲମାନେ ମଧ୍ୟ ଏହି ସମୟରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି।

ପୁଲିସ୍ ଇନଫରର୍ମ ସନ୍ଦେହରେ କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଏହାସହ ପୁଲିସ୍ ଉପରେ ମଧ୍ୟ ଆକ୍ରମଣ କରାଯିବ ନାହିଁ ବୋଲି ନକ୍ସଲ ନେତା କୈଳାସ କହିଛନ୍ତି।

ସରକାର କରିଥିବା ସଚେତନତା ଅନୁଯାୟୀ ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ନକ୍ସଲମାନେ ଲୋକଙ୍କୁ ବୁଝାଉ ଥିବା କୈଳାସ କହିଛନ୍ତି। ଏନେଇ ସେ ଏକ ଅଡିଓ ଟେପ ଜାରି କରିଛନ୍ତି।



from Odisha Reporter https://ift.tt/34cXvBb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages