‘ଓଡ଼ିଶାକୁ ବାତ୍ୟା ଭୟ ନାହିଁ ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 4, 2020

‘ଓଡ଼ିଶାକୁ ବାତ୍ୟା ଭୟ ନାହିଁ ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମେ’ ମାସରେ ପୁଣି ଓଡ଼ିଶାରେ ଆଉ ଏକ ବାତ୍ୟା ହେବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକଙ୍କୁ ମିଳିଛି ଆଶ୍ୱସ୍ତିକର ଖବର।

ଏନେଇ ଆଇଏମ୍‌ଡି DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,“ ଓଡ଼ିଶାକୁ ବାତ୍ୟା ଭୟ ନାହିଁ। ଏମିତିକି ଆସନ୍ତା ୬, ୭ ଓ ୮  ତାରିଖ ମଧ୍ୟ ଓଡ଼ିଶାକୁ ଲଘୁଚାପର ଭୟ ନାହିଁ। ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି। ହେଲେ ବାତ୍ୟାର ଗତିପଥରେ କୌଣସି ପରିବର୍ତ୍ତନ ହେଉନି। ତାହା ସ୍ଥିର ହୋଇ ରହିଛି। ତେଣୁ ଓଡ଼ିଶା ପ୍ରତି ବାତ୍ୟା ଭୟ ନାହିଁ।”

ଗତବର୍ଷ ମେ’ ୩ରେ ‘ଫୋନି’ ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

 



from Odisha Reporter https://ift.tt/2W2ekw4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages