ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ତିନୋଟି ଜିଲ୍ଲାରେ ଝଡ଼ବର୍ଷା ହେବ। ଏହା ସହ ଘଡ଼ଘଡ଼ି ମାରିବ। ଏଥିପାଇଁ ସକାଳ ଆଠଟା ଯାଏ ସତର୍କ ରହିବାକୁ ଜିଲ୍ଲାବାସୀଙ୍କୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ । ଏହି ଜିଲ୍ଲାର ଜିଲ୍ଲାବାସୀ ସତର୍କ ରହିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ହୋଇଥିଲା।
from Odisha Reporter https://ift.tt/2W6rsAj
No comments:
Post a Comment