କରୋନାର ନୂଆ ହଟସ୍ପଟ ବ୍ରାଜିଲ, ଦିନକରେ ୨୬,୪୧୭ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

କରୋନାର ନୂଆ ହଟସ୍ପଟ ବ୍ରାଜିଲ, ଦିନକରେ ୨୬,୪୧୭ ପଜିଟିଭ

ରିଓ ଡେ ଜାନେରିଓ: ମହାମାରୀ କରୋନା ଭାଇସର ନୂଆ ହଟସ୍ପଟ ପାଲଟିଛି ବ୍ରାଜିଲ। ପୂର୍ବରୁ ଇଟାଲୀ, ଫ୍ରାନ୍ସ, ବ୍ରିଟେନ ଓ ଆମେରିକାରେ ତାଣ୍ଡବ ଦେଖାଇଥିବା କରୋନା ଏବେ ବ୍ରାଜିଲ ସ୍ଥିତିକୁ ବେହାଲ କରିଛି। ପ୍ରତିଦିନ ଏଠାରେ ହଜାର ହଜାର ଲୋକ କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ଶହଶହ ଲୋକଙ୍କ ଜୀବନ ଯାଉଛି।

ବିଶ୍ୱର କରୋନା ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ପୁଣି ଗୋଟିଏ ଦିନରେ ୨୬,୪୧୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୮,୨୩୮କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତଙ୍କ ହୋଇ ୧୧୫୬ ଜଣ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬,୭୫୪କୁ ବୃଦ୍ଧି ପାଇଛି।

ପୂର୍ବଭଳି ଆମେରିକା କରୋନା କ୍ଷତିଗ୍ରସ୍ତ ତାଲିକାର ୧ ନଂରେ ଥିବା ବେଳେ ରୁଷ ୩ନଂରେ ରହିଛି।



from Odisha Reporter https://ift.tt/36D3Hni

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages