୨୪ ମେ’ ରବିବାର, ପାରିବାରିକ ଜୀବନ ସୁଖମୟ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 23, 2020

୨୪ ମେ’ ରବିବାର, ପାରିବାରିକ ଜୀବନ ସୁଖମୟ ହେବ

ମେଷ: ସତର୍କତାର ସହିତ କାର୍ଯ୍ୟ କରିଲେ ଆଗକୁ ବଢ଼ିବାରେ ସକ୍ଷମ ହେବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ହାତ ବଢେଇବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ: ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ମାନସିକ ଶାନ୍ତି ଅନୁଭବ କରିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପରନ୍ତି।

ମିଥୁନ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯୋଗେ ଅନେକ ସମସ୍ୟାରୁ ମୁକ୍ତି ମିଳିବ। ଜଗିରଖି କଥାବର୍ତ୍ତା କଲେ ଭଲ। ମାଆବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ। ପୁରାତନ ଶତ୍ରୁମାନେ ଦୂରେଇଯିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ।

ସିଂହ: ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ସାହସ ଓ ବୁଦ୍ଧିମତା ଯୋଗେ  ପ୍ରଶଂସା ପାଇବେ। ବିଦ୍ୟାର୍ଥୀଙ୍କ ପାଇଁ  ଶୁଭ ଖବର ମିଳିବ।

ତୁଳା: ବ୍ୟସ୍ତତା ଭିତରେ ଦିନଟି କଟିବ। ଇଚ୍ଛାଶକ୍ତି ବଳ ମାତ୍ରାରେ ଜାଗ୍ରତ ହେବ। ବିଦ୍ୟାକ୍ଷେତ୍ରରେ ସଫଳ ହେଲେ ମଧ୍ୟ ଅସ୍ଥିରତା ଦେଖାଦେବ।

ବିଛା: ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବ। ଅସହାୟ ଓ ଦୁର୍ବଳ ଲୋକଙ୍କୁ  ସାହାଯ୍ୟ କରିବାକୁ ମନ ବଳାଇବେ। ମାନ-ସମ୍ମାନ ମିଳିବ।

ଧନୁ:  ସେବାକାରୀମାନଙ୍କ ସହଯୋଗରେ ମାନସିକ  ଶାନ୍ତି ଦେଖାଦେବ। ସାମ୍ବାଦିକମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ମକର: ଶତ୍ରୁଙ୍କ ସହିତ ମୁକାବିଲା କରିପାରିବେ। ମିତ୍ର ସହଯୋଗୀଙ୍କ ଦ୍ୱାରା ବହୁତ ଦିନର ଚିନ୍ତା ଦୂର ହେବ।

କୁମ୍ଭ: ସହଯୋଗୀମାନେ ସାହାଯ୍ୟ କରିବେ। ସମସ୍ୟାଗୁଡିକ ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ ହେବ। ପରୋପକାର କାମରେ ବ୍ୟସ୍ତ ରହିବେ।

ମୀନ: ପୁରୁଣା ରୋଗରୁ ଉପଶମ ମିଳିବ। ଅଚାନକ ଭାବେ ଧନ ଲାଭ ହେବ। ନୂତନ ଦ୍ରବ୍ୟ କ୍ରୟ କରି ଆଶାତୀତ ଲାଭ ପାଇବେ।



from Odisha Reporter https://ift.tt/2TyAiW0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages