ଗୌତମ ଗମ୍ଭୀରଙ୍କ ବାପାଙ୍କ କାର୍‌ ନେଇଗଲେ ଚୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ଗୌତମ ଗମ୍ଭୀରଙ୍କ ବାପାଙ୍କ କାର୍‌ ନେଇଗଲେ ଚୋର

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପିର ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀରଙ୍କ ବାପାଙ୍କ ଏସ୍‌ୟୁଭି ଚୋରି ହୋଇଯାଇଛି। ରାଜେନ୍ଦ୍ର ନଗର ସ୍ଥିତ ବାସଭବନରେ ଏହି କାରଟି ରହିଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ଏହା ଚୋରି ହୋଇଯାଇଛି।

ଏନେଇ ଗମ୍ଭୀରଙ୍କ ପରିବାର ଲୋକ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଚୋରଙ୍କୁ ଧରିବା ପାଇଁ ଏକାଧିକ ଟିମ ଗଠନ କରିଛି।

ସେଣ୍ଟ୍ରାଲ ଡିସିପି କହିଛନ୍ତି, ଗତକାଲି ବିଳମ୍ବିତ ରାତି କିମ୍ବା ଭୋର ସମୟରୁ ହିଁ କାରଟିକୁ ଚୋରି କରାଯାଇଛି। ଆମେ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛୁ। ସେହିପରି ସିସିଟିଭ ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛୁ। ଗାଡ଼ି ଚୋରି ବେଳେ ଗୌତମ ଗମ୍ଭୀର ମଧ୍ୟ ତାଙ୍କ ବାପାଙ୍କ ସହ ରାଜେନ୍ଦ୍ର ନଗର ବାସଭବନ ମଧ୍ୟରେ ରହିଥିଲେ।



from Odisha Reporter https://ift.tt/3deavKA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages