ପଞ୍ଚାୟତର ଗଳିକନ୍ଦି ବୁଲି ସାନିଟାଇଜ କଲେ ସରପଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

 ପଞ୍ଚାୟତର ଗଳିକନ୍ଦି ବୁଲି ସାନିଟାଇଜ କଲେ ସରପଞ୍ଚ

ସୋର(ଶଶିକାନ୍ତ ବେହେରା): ଘର ଘର ତଥା ଗଳିକନ୍ଦି ବୁଲି ସାନିଟାଇଜ୍ କରୁଛନ୍ତି ସରପଞ୍ଚ । ବାଲେଶ୍ୱର ଖଇରା ବ୍ଲକ ନହଙ୍ଗ ପଞ୍ଚାୟତର ସରପଞ୍ଚ ରାଜଶ୍ରୀ ଦାସଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଗ୍ରାମାଞ୍ଚଳକୁ ଆସି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଛନ୍ତି। ତେଣୁ ନିଜ  ପଞ୍ଚାୟତକୁ କରୋନା ଭାଇରସ୍‌ରୁ ରକ୍ଷା କରିବା ପାଇଁ  ସରପଞ୍ଚ ରାଜଶ୍ରୀ  ଗାଁ ଗାଁ ବୁଲି ସାନିଟାଇଜ୍ କରୁଛନ୍ତି । ଏଥିରେ ତାଙ୍କୁ ଅଙ୍ଗନବାଡି କର୍ମୀମାନେ ସହଯୋଗ କରୁଛନ୍ତି ।

ପଞ୍ଚାୟତବାସୀ ମୋ ପରିବାର। ସେମାନଙ୍କ ସୁସ୍ଥ କାମନା କରି ପଞ୍ଚାୟତର ପ୍ରତି ଗଳିକନ୍ଦି ବୁଲି ବୁଲି ସାନିଟାଇଜ କରୁଥିବା କହିଛନ୍ତି ରାଜଶ୍ରୀ।



from Odisha Reporter https://ift.tt/2WxsDJf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages