କଟକ(ଓଡ଼ିଶା ରିପୋର୍ଟର): କରୋନା ପାଇଁ ନିରାଡ଼ମ୍ବର ଭାବେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ। କନଫରେନ୍ସ ହଲ୍ରେ ତାଙ୍କୁ ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି। ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ବିଚାରପତିଙ୍କ ସଖ୍ୟା ୧୬ ହେଲା।
ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଥିବା ସାବିତ୍ରୀ ରଥ ଥିଲେ। ତାଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ମଞ୍ଜୁରୀ ମିଳିଥିବା ବେଳେ ରାଷ୍ଟ୍ରପତି ଏଥିରେ ମୋହର ମାରିଥିଲେ।
from Odisha Reporter https://ift.tt/3fdOFr2
No comments:
Post a Comment