ପିଟି ଦେଲା ଗାଡ଼ି; ଆଖି ବୁଜିଲା ଭାଲୁ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ପିଟି ଦେଲା ଗାଡ଼ି; ଆଖି ବୁଜିଲା ଭାଲୁ ଛୁଆ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ୫୪ ନଂ ଜାତୀୟ ରାଜପଥ କଡ଼ରୁ ଏକ ଭାଲୁ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଗତ କାଲି ବିଳମ୍ବିତ ରାତିରେ ଭାରତୀ ପାହାଡରୁ ଭାଲୁ ଛୁଆଟି ରାସ୍ତା ଅତିକ୍ରମ କରିଥିବା ବେଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅଜଣା ଗାଡି ଧକ୍କାରେ ଭାଲୁ ଛୁଆଟିର ମୃତ୍ୟୁ ହୋଇଥିବା ଜଣାଯାଇଛି।

ଭୁବନ ବନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁଛୁଆକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପରେ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ । ଭାଲୁ ଛୁଆଟିର ଆନୁମାନିକ ବୟସ ପ୍ରାୟ ଦେଢ ବର୍ଷ ହେବ ।



from Odisha Reporter https://ift.tt/2U5RgeG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages