ଘରେ ମହୁଲି ମଦ ତିଆରି କରି ବିକ୍ରି କରୁଥିଲେ, ଧରିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 20, 2020

ଘରେ ମହୁଲି ମଦ ତିଆରି କରି ବିକ୍ରି କରୁଥିଲେ, ଧରିଲା ପୁଲିସ୍‌

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗାଁରେ ପୁଲିସ୍‌ ଚଢ଼ଉ କରି ମଦ ଜବତ କରିବା ସହିତ ମଦ ତିଆରି ସମାଗ୍ରୀ ଓ ବିପୁଳ ପରିମାଣର ମହୁଲ ଜବତ କରିଛି। ଏଥିସହ ଏହି ଘଟଣାରେ ପୁଲିସ୍‌ ଗାଁର ବସନ୍ତ ନାୟକଙ୍କୁ ଗିରଫ କରିଛି।

ବସନ୍ତ ତାଙ୍କର ଏକ ପରିତ୍ୟକ୍ତ ଘରେ ମଦ ତିଆରି କରି ବାହାରକୁ ଚାଲାଣ କରୁଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହାପରେ ଆଜି ସକାଳେ ପୁଲିସ୍‌ ତାଙ୍କ ଘର ଉପରେ ଚଢ଼ଉ କରିଥିଲା। ଚଢ଼ାଉ ବେଳେ ସେହି ଘରେ ମହୁଲି ମଦ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲା ପୁଲିସ୍।



from Odisha Reporter https://ift.tt/2CtbKYP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages