ମୁଁ ତୁମକୁ ଜହ୍ନକୁ ନେଇଯିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ମୁଁ ତୁମକୁ ଜହ୍ନକୁ ନେଇଯିବି

ସ୍ୱାମୀ- ତୁମକୁ ଖୁସିରେ ରଖିବା ପାଇଁ ମୁଁ ତୁମକୁ ଜହ୍ନକୁ ନେଇଯିବି।

ସ୍ତ୍ରୀ- ମୁଁ ସେଠିକୁ ଯିବିନି।

ସ୍ୱାମୀ- କାହିଁକି।

ସ୍ତ୍ରୀ- ସେଠାରେ ଇଣ୍ଟରନେଟ୍‌ ନଥିବ, ମୁଁ ହ୍ୱାଟସ୍‌ଆପ୍‌ କେମିତି ଚଲେଇବି।

The post ମୁଁ ତୁମକୁ ଜହ୍ନକୁ ନେଇଯିବି appeared first on Odisha Reporter.



from Odisha Reporter https://ift.tt/2CIJT6W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages