ପାମ୍ପଲେଟ୍‌ ମସାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 20, 2020

ପାମ୍ପଲେଟ୍‌ ମସାଲା

ଆବଶ୍ୟକ ସାମଗ୍ରୀ: ପାମ୍ପଲେଟ୍ ମାଛ, ଅଦା ରସୁଣ ପିଆଜ ଜିରା ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, କର୍ଣ୍ଣଫ୍ଲୋର ପାଉଡର୍‌,ଟମାଟୋ, ପିଆଜ କଟା, ଧନିଆ ପତ୍ର, ସୋରିଷ ତେଲ ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ : ପାମ୍ପଲେଟ୍‌ ମସାଲା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାମ୍ପଲେଟ୍‌ ମାଛର ପେଟକୁ ଚିରି ସଫା କରି ଲୁଣ ହଳଦୀ ଗୋଲାଇ ଗୋଟିଏ ପାତ୍ରରେ ରଖନ୍ତୁ। ପିଆଜ, ଅଦା, ରସୁଣ, ଜିରା ଓ ଧନିଆ ପେଷ୍ଟ କରି ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ପାମ୍ପଲେଟ୍‌ର ପେଟ ଭିତରେ ମସଲା ପେଷ୍ଟକୁ ପୁରାନ୍ତୁ। କର୍ଣ୍ଣଫ୍ଲୋର ପାଉଡର୍‌କୁ ମସଲା ଦିଆ ପାମ୍ପଲେଟ୍‌ ଉପରେ ଗୋଳାଇ ତେଲରେ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପାମ୍ପଲେଟ୍‌ ମସଲା। ଏଥିରେ ଆପଣ ଟମାଟୋ, ପିଆଜ ଓ ଧନିଆ ପତ୍ର ଗାର୍‌ନିସ୍‌ କରି ଖାଇପାରିବେ।



from Odisha Reporter https://ift.tt/2ALC3co

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages