ଶ୍ୱାସରୋଗର ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

ଶ୍ୱାସରୋଗର ଘରୋଇ ଉପଚାର

ଭୁବନେଶ୍ୱର: ଶ୍ୱାସ ରୋଗୀଙ୍କୁ ସେମାନଙ୍କ ଶରୀରର ବିଶେଷ ଧ୍ୟାନ ନେବାକୁ ପଡ଼ିଥାଏ। କାରଣ ଏହି ରୋଗୀଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ତେଣୁ ନିୟମିତ ଭାବରେ ଔଷଧ ଖାଇବାରକୁ ପଡ଼ିଥାଏ। ତେବେ ଔଷଧ ପରିବର୍ତ୍ତେ କେତେକ ଘରୋଇ ଉପଚାର ଜରିଆରେ ଆପଣ ଏହାକୁ ନିୟନ୍ତ୍ରଣ କରିପାରିବେ। ଆସନ୍ତୁ ଜାଣିବା ଶ୍ୱାସରୋଗର ଘରୋଇ ଉପଚାର ଗୁଡ଼ିକ ବିଷୟରେ…

୧. ଶ୍ୱାସରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟରେ ପରିବର୍ତ୍ତନ କରନ୍ତୁ। ଖାଦ୍ୟରେ ଫଳ ଓ ସବୁଜ ପନିପରିବା ସାମିଲ କରନ୍ତୁ। ଏଥିରେ ଥିବା ବିଟା-କେରାଟିନ୍‌, ଭିଟାମିନ୍‌ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ସ୍ୱାସ୍ଥ୍ୟ ପାଇଁ ଉପକାରୀ।

୨. ନିୟମିତ ଭାବରେ ଅଦା, ରସୁଣ ଖାଆନ୍ତୁ। ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶ୍ୱାସକୁ ନିୟନ୍ତ୍ରଣ କରିଥାଏ।

୩. ମହୁ ଶ୍ୱାସନଳୀରେ ହେଉଥିବା ଜଳାପୋଡ଼ା ଓ ଆସ୍ତମାର ଲକ୍ଷଣକୁ କମ୍‌ କରିଥାଏ। ଏଥିପାଇଁ ହର୍ବାଲ୍‌ ଚା କିମ୍ୱା ଗରମ ପାଣିରେ ମହୁ ମିଶାଇ ଖାଇପାରିବେ। ମନେ ରଖନ୍ତୁ ମହୁ ଅଳ୍ପ ଅଳ୍ପ ଖାଇବା ଅଭ୍ୟାସ କରନ୍ତୁ।

୪. ଯୋଗ ମାଧ୍ୟମରେ ଆପଣ ଶ୍ୱାସର ଘରୋଇ ଉପଚାର କରିପାରିବେ।



from Odisha Reporter https://ift.tt/2MQkKZL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages