ଅନଲାଇନ୍‌ରେ ପାଠ ପଢ଼ିବେ ଏନଆଇଟି ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 10, 2020

ଅନଲାଇନ୍‌ରେ ପାଠ ପଢ଼ିବେ ଏନଆଇଟି ଛାତ୍ରଛାତ୍ରୀ

ରାଉରକେଲା(ପବନ ତିୱାରୀ): କରୋନା ପାଇଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ପୁଣି ଥରେ କେବେ ସ୍ୱାଭାବିକ ହେବ ସ୍ଥିର ହୋଇନି । ଏପରି ସ୍ଥଳେ ଡିଜିଟାଲ କ୍ଳାସ ମାଧ୍ୟମରେ ପାଠ ପଢ଼ାକୁ ଗୁରୁତ୍ୱ ଦିଆଯାଉଛି।

ରାଉରକେଲା ଏନଆଇଟିର ସମଗ୍ର ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ରହିଛି।  ଜୁଲାଇ ୨୦ରୁ ଏନଆଇଟିରେ ପାଠ ପଢ଼ା ଆରମ୍ଭ ହେବା କଥା । କିନ୍ତୁ ଯଦି ସେ ସମୟରେ ପିଲା କ୍ୟାମ୍ପସକୁ ନ ଫେରନ୍ତି, ତେବେ ଅନଲାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ ବୋଲି କହିଛନ୍ତି ରାଉରକେଲା ଏନଆଇଟିର ନିର୍ଦ୍ଦେଶକ ।

ସମଗ୍ର ଭାରତରେ ଥିବା ୩୧ଟି ଏନଆଇଟି ମଧ୍ୟରୁ ରାଉରକେଲା ଏନଆଇଟିରେ ଏହା ହେଉଛି ପ୍ରଥମ ଓ ଉଚ୍ଚ ମାନର କ୍ଲାସ ରୁମ୍‌।ଏଥିରେ ଏକା ଥରକେରେ ୨୩ ଗୋଟି କ୍ଳାସ ରୁମ୍‌ ଯୋଡି ହେବା ସହିତ ହଜାର ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରି ପାରିବେ ବୋଲି ଏହାର ନିର୍ଦ୍ଦେଶକ କହିଛନ୍ତି।

 



from Odisha Reporter https://ift.tt/3dVjQaC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages