ଏମ୍‌ସ‌ ପିଜି ପ୍ରବେଶିକା ପରୀକ୍ଷାରେ ବିନୀତାଙ୍କ ବାଜିମାତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

ଏମ୍‌ସ‌ ପିଜି ପ୍ରବେଶିକା ପରୀକ୍ଷାରେ ବିନୀତାଙ୍କ ବାଜିମାତ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବଭାରତୀୟ ଏମ୍‌ସ‌ ପିଜି ପ୍ରବେଶିକା ପରୀକ୍ଷାରେ ଭୁବନେଶ୍ୱର ଏମ୍‌ସ ବାଜିମାତ୍ କରିଛି। ଏମ୍‌ବିବିଏସ୍‌ ଛାତ୍ରୀ ବିନୀତା କେ ଟପ୍ପର ହୋଇଛନ୍ତି।

ଏଥିସହ ଏମ୍‌ସ‌ର ୬ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।  ୭୪ଜଣଙ୍କୁ ରାଙ୍କ ମିଳିଛି। ଏମ୍‌ସ‌ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ୱର ଏମ୍‌ସ‌ର ନିର୍ଦ୍ଦେଶିକା ଶୁଭେଚ୍ଛା ଜଣାଇଛନ୍ତି।

ଏମ୍‌ସ‌ ପିଜି ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇଥିବା ବିନୀତା କେ କହିଛନ୍ତି, “ରାଙ୍କ ଆଣିବା ପାଇଁ ପଢ଼ନ୍ତୁ ନାହିଁ। ଜଣେ ଭଲ ଡାକ୍ତର ହେବା ପାଇଁ ପଢ଼ନ୍ତୁ। ପରିଶ୍ରମ କରନ୍ତୁ ଓ ନିଜ ଉପରେ ବିଶ୍ୱାସ ରଖନ୍ତୁ, ସଫଳତା ନିଶ୍ଚୟ ମିଳିବ।”



from Odisha Reporter https://ift.tt/3evpgcJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages