ରାଜ୍ୟ ସଂଗୀତକୁ ନେଇ ସ୍ୟାଣ୍ଡ ଆନିମେସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 8, 2020

ରାଜ୍ୟ ସଂଗୀତକୁ ନେଇ ସ୍ୟାଣ୍ଡ ଆନିମେସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ଜନନୀ ରାଜ୍ୟ ସଂଗୀତର ମାନ୍ୟତା ପାଇବା ପରେ ଏହାକୁ ନେଇ ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ। ୨ ମିନିଟ ୧୭ ସେକେଣ୍ଡର ଏକ ଭିଡିଓରେ ସେ ବନ୍ଦ ଉତ୍କଳ ଜନନୀ ସଂଗୀତର ତାଳେ ତାଳେ ବାଲୁକା କଳା ପ୍ରଦର୍ଶିତ କରିଛନ୍ତି। ଏହି ଗୌରବମୟ ଦିନକୁ ନେଇ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସାରା ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ।
ସେ କହିଛନ୍ତି ଯେ, ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ଭାବେ ଅନୁମୋଦନ କରିଛନ୍ତି। ସାରା ଓଡ଼ିଶାବାସୀ ଏହି ସଂଗୀତ ସହ ଜଡିତ। ଓଡ଼ିଶାର କଳା, ସଂସ୍କୃତି ଓ ପ୍ରାକୃତିକ ସୌନ୍ଦଯ୍ୟକୁ ନେଇ ଆମେ ଏହି ସ୍ୟାଣ୍ଡ ଆନିମେସ କରିଛୁ।



from Odisha Reporter https://ift.tt/2AiGQBz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages