କଟକ(ଓଡ଼ିଶା ରିପୋର୍ଟର): କଟକ ଦରଘା ବଜାରରେ ଥିବା ସାରସ୍ୱତ ପ୍ରେସ୍ରେ ନିଆଁ ଲାଗି ବହୁ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ଆଜି ଭୋର୍ ସମୟରେ ନିଆଁ ଲାଗି ପ୍ରେସ୍ର ବହୁ ଯନ୍ତ୍ରପାତି ପୋଡ଼ି ଜଳି ନଷ୍ଟ ହୋଇଯାଇଛି।
ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ବକ୍ସି ବଜାର ଅଗ୍ନିଶମ ବିଭାଗ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି।
The post ସାରସ୍ୱତ ପ୍ରେସ୍ରେ ଅଗ୍ନିକାଣ୍ଡ appeared first on Odisha Reporter.
from Odisha Reporter https://ift.tt/2YHZKv2
No comments:
Post a Comment