ପୁଣି ଏକ ଫୁଡ୍ ମାର୍କେଟରୁ ବ୍ୟାପିଲା କରୋନା, ଆଉ ୧୦ଟି ଅଞ୍ଚଳ ଲକଡାଉନ କଲା ଚାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ପୁଣି ଏକ ଫୁଡ୍ ମାର୍କେଟରୁ ବ୍ୟାପିଲା କରୋନା, ଆଉ ୧୦ଟି ଅଞ୍ଚଳ ଲକଡାଉନ କଲା ଚାଇନା

ବେଜିଂ: ମହାମାରୀ କରୋନା ପୁଣିଥରେ ଚାଇନାକୁ ଫେରିଛି। ଏହି କାରଣରୁ ରାଜଧାନୀ ବେଜିଂ ନିକଟସ୍ଥ ଆଉ ୧୦ଟି ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ଲକଡାଉନ କରାଯାଇଛି। ବେଜିଂର ଏକ ଫୁଡ୍‌ ମାର୍କେଟରୁ କରୋନା ପୁଣିଥରେ ବ୍ୟାପିଥିବାରୁ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସିଟି ଅଫିସିଆଲ ଲି ଜୁନଜେଇ କହିଛନ୍ତି, ହଇଦିଆନ ଜିଲ୍ଲାରେ ଥିବା ଏକ ହୋଲସେଲ ମାର୍କେଟରୁ ପୁଣିଥରେ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ଉକ୍ତ ମାର୍କେଟ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଠାରେ ଥିବା ପ୍ରାୟ ୧୦ଟି ଅଞ୍ଚଳରେ ମଧ୍ୟ କଟକଣା ଲାଗୁ କରାଯାଇଛି।



from Odisha Reporter https://ift.tt/3d4gNeX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages