ଭୁବନେଶ୍ୱର (ଆଲୋକ ମହାନ୍ତି): ରାଜଧାନୀ ଭୁବନେଶ୍ୱରରୁ ୧ କୋଟି ଟଙ୍କାର ବ୍ରାଉନ୍ସୁଗର ଜବତ କରାଯାଇଛି। ଏହି ଘଟଣାର ୨ ଜଣ ଗିରଫ ହୋଇଥିବା ବେଳେ ଗୋଟିଏ ବାଇକ୍ ଜବତ କରାଯାଇଛି।
କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଏହି ଦୁଇ ଜଣଙ୍କୁ ଗିରଫ କରିଛି। ଖଣ୍ଡଗିରି ଥାନା ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ବ୍ୟକ୍ତି ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2Bp93Hg
No comments:
Post a Comment