୨୦୦୦ ଲିଟର କିରୋସିନି ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

୨୦୦୦ ଲିଟର କିରୋସିନି ଜବତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତେନ୍ତୁଳିବେଲାରୀ ଗାଁରୁ ପ୍ରାୟ ୨୦୦୦ ଲିଟର କିରୋସିନି ଜବତ ହୋଇଛି।

ଗତକାଲି ବିଳମ୍ୱିତ ରାତିରେ ଏକ ପିକଅପ୍‌ ଗାଡ଼ିରେ ଲୋଡ୍‌ ହୋଇଥିବା ଏହି କିରୋସିନିକୁ ଗାଁର ଯୁବକମାନେ ଅଟକ ରଖିଥିଲେ। ଏନେଇ ଆଜି ସକାଳେ ବାଲିକୁଦା ଥାନାକୁ ଖବର ଦିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  କିରୋସିନି ଜବତ କରି ନିକଟସ୍ଥ ଅନନ୍ତପୁର ଫାଣ୍ଡିରେ ରଖିଛି। ତେବେ ଏତେ ପରିମାଣରେ କିରୋସିନି ବିଳମ୍ବିତ ରାତିରେ କିଏ କେଉଁଠିକୁ ନେଉଥିଲା ତାର ଖୋଳତାଡ଼ ଆରମ୍ଭ ହୋଇଛି।



from Odisha Reporter https://ift.tt/2YQdItH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages