ବଏଲର ବିସ୍ଫୋରଣରୁ ୨ ମୃତ, ୧୭ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 1, 2020

ବଏଲର ବିସ୍ଫୋରଣରୁ ୨ ମୃତ, ୧୭ ଗୁରୁତର

ଚେନ୍ନାଇ: ବଏଲର ବିସ୍ଫୋରଣ କରିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ବୁଧବାର ସକାଳେ ତାମିଲନାଡୁର ନେୟଭେଲି ଲିଗଲାଇଟ ପ୍ଲାଣ୍ଟରେ ଥିବା ବୋଏଲରରେ ଏହି ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ସ୍ଥାନୀୟ ଏନଏଲସି ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି।

ଏହି ପ୍ଲାଣ୍ଟରେ ଥିବା ଅଗ୍ନି ନିର୍ବାପକ ଟିମ୍ ନିଆଁ ଲିଭା କାମରେ ନିୟୋଜିତ ରହିଛି। ଏଥିସହ କୁଡାଲୋର ଜିଲ୍ଲା ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।

The post ବଏଲର ବିସ୍ଫୋରଣରୁ ୨ ମୃତ, ୧୭ ଗୁରୁତର appeared first on Odisha Reporter.



from Odisha Reporter https://ift.tt/2ZoULi5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages