ଏଟିଏମରୁ ବାହାରୁଛି ଗୁପ୍‌ଚୁପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 3, 2020

ଏଟିଏମରୁ ବାହାରୁଛି ଗୁପ୍‌ଚୁପ୍‌

ଆମେ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରୁଛୁ। କାର୍ଡ ପୂରାଇଲେ ଏଟିଏମରୁ ନୋଟ୍ ବାହାରୁଛି। ପାଣି ଏଟିଏମ୍ ବି ଅଛି। ତେବେ ଏବେ ଗୁପ୍‌ଚୁପ୍‌ ଏଟିଏମ୍‌ ବି ଆସିଯାଇଛି, ଯେଉଁଥିରେ ଆପଣ ଟଙ୍କା ପୂରାଇଲେ ଆପେ ଆପେ ଗୁପ୍‌ଚୁପ୍ ବାହାରୁଛି। ସୋଶାଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍ ହେଉଛି। ଅବଶ୍ୟ ଏହାର ସତ୍ୟତା କେତେ, ତାହା ଜଣାପଡ଼ିନି।

କରୋନା ଯୋଗୁ ଏବେ ସାମାଜିକ ଦୂରତା ସହିତ ଅନେକ କଟକଣା ଲାଗୁ କରାଯାଇଛି। ସୋଶାଲ ମିଡିଆରେ ଗୁପ୍‌ଚୁପ୍‌ ଏଟିଏମ ଦେଖିବା ପରେ ଅନେକ ଲୋକ ନିଜ ନିଜର ମତ ରଖିଛନ୍ତି। କିଏ ଲେଖିଛନ୍ତି ଏମିତି ଏଟିଏମ୍‌ ହେଲେ ଅଧିକ ଖଟା ପାଣି ଓ ଲୁଣ ମାଗି ହେବନି। ତେଣୁ ଏମିତି ମେସିନକୁ ଲୋକ କେତେ ପସନ୍ଦ କରିବେ, ତାହା ସମୟ କହିବ।

 

 

The post ଏଟିଏମରୁ ବାହାରୁଛି ଗୁପ୍‌ଚୁପ୍‌ appeared first on Odisha Reporter.



from Odisha Reporter https://ift.tt/2YW33Pl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages