ବନ୍ଦ ହେଲା ବଣାଇ ମେଡିକାଲ ଓପିଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 10, 2020

ବନ୍ଦ ହେଲା ବଣାଇ ମେଡିକାଲ ଓପିଡ଼ି

ବଣାଇ(ରଞ୍ଜିତ ଚୌଧୁରୀ ): ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଅକାରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୬୧୬ରେ ପହଞ୍ଚିଥିବା ବେଳେ କେବଳ ବଣାଇ ଉପଖଣ୍ଡରେ ମଧ୍ୟ ଏହି ସଂଖ୍ୟା ୧୫ ପାର୍‌ କରି ସାରିଲାଣି। ଏପରି ସ୍ଥିତିରେ ବଣାଇ ଉପଖଣ୍ଡ ଚିକିତ୍ସାଳୟର ଜଣେ ଡାକ୍ତର କରୋନା ପଜେଟିଭ ଚିହ୍ନଟ ହେବା ପରେ  ଉପଖଣ୍ଡ ଡାକ୍ତରଖାନା  OPDକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

ବଣାଇ ମେଡିକାଲରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ ସେବା ବନ୍ଦ ରହିବ ବୋଲି  SDMO ସୂଚନା ଦେଇଛନ୍ତି।

The post ବନ୍ଦ ହେଲା ବଣାଇ ମେଡିକାଲ ଓପିଡ଼ି appeared first on Odisha Reporter.



from Odisha Reporter https://ift.tt/38JYzih

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages