ରିଙ୍କି– ବାହାଘର ପୂର୍ବରୁ ଝିଅ ମାନେ ଜଳ ପରି ଶୀତଳ ହୋଇଥା’ନ୍ତି। ସେହିଭଳି ପୁଅ ମାନେ ମାଟି ପରି ଟାଣ ଏବଂ ରୁକ୍ଷ ହୋଇଥା’ନ୍ତି।
ପିଙ୍କି– ଆଉ ବାହାଘର ପରେ?
ରିଙ୍କି– ବାହାଘର ପରେ ଦୁଇ ଜଣଙ୍କର ମିଳନ ହୁଏ ଏବଂ ପାଣି ଓ ମାଟି ମିଶି ଜୀବନକୁ କାଦୁଅ କରିଦିଅନ୍ତି।
The post ବାହାଘର ପରେ ପାଣି ଓ ମାଟି ମିଶି ଜୀବନକୁ କାଦୁଅ କରିଦିଅନ୍ତି appeared first on Odisha Reporter.
from Odisha Reporter https://ift.tt/38uvhnB
No comments:
Post a Comment