୨୫  ଜିଲ୍ଲାରୁ ଚିହ୍ନଟ ହେଲେ ୫୯୧ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 17, 2020

୨୫  ଜିଲ୍ଲାରୁ ଚିହ୍ନଟ ହେଲେ ୫୯୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୫  ଜିଲ୍ଲାରୁ ୫୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯୪ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୧୯୭ ହେଉଛି ଲୋକାଲ କେସ୍‌। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୮୨  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୨୧, କଟକ ଜିଲ୍ଲାରୁ ୩୮, ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁର ଜିଲ୍ଲାରୁ ୨୨ ଲେଖାଏ ,ସମ୍ବଲପୁରରୁ ୨୦, ଯାଜପୁରରୁ ୧୯, ସୁନ୍ଦରଗଡ଼ ଜିଲ୍ଲାରୁ ୧୮  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ ବରଗଡ଼ରୁ  ୩୫ ବାଲେଶ୍ୱର ଜିଲ୍ଲାରୁ ୧୩,  ନୟାଗଡ ଜିଲ୍ଲାରୁ ୧୧ , ବଲାଙ୍ଗିର,ଢେଙ୍କାନାଳ ଜିଲ୍ଲାରୁ ୯ ଜଣ ଲେଖାଏ , କେନ୍ଦ୍ରାପଡ଼ା, ମାଲକାନଗିରିରୁ ୮ ଜଣ ଲେଖାଏ, ପୁରୀ, କେନ୍ଦୁଝରରୁ ୬ ଜଣ ଲେଖାଏ, ଝାରସୁଗୁଡ଼ା ଜିଲ୍ଲାରୁ ୫ ଜିଲ୍ଲାରୁ  ଚିହ୍ନଟ ହୋଇଛନ୍ତି।

ବୌଦ୍ଧ ଜିଲ୍ଲାରୁ ୫ , କୋରାପୁଟରୁ ୪ ,ଦେବଗଡ଼,ଭଦ୍ରକ ଜିଲ୍ଲାରୁ ୩ ଲେଖାଏ , ଅନୁଗୁଳ, ରାୟଗଡ଼ା ଜିଲ୍ଲାରୁ  ଜଣେ ଲେଖା କରୋନା  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ରେ ପହଞ୍ଚିଥିବା ବେଳେ ୧୧,୩୩୦ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ୫୨୫୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

The post ୨୫  ଜିଲ୍ଲାରୁ ଚିହ୍ନଟ ହେଲେ ୫୯୧ କରୋନା ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3hf8OOK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages