ଆଜିଠୁ ବଲାଙ୍ଗିର ଶଟଡାଉନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ଆଜିଠୁ ବଲାଙ୍ଗିର ଶଟଡାଉନ୍

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାକୁ ଶଟଡାଉନ୍‌ ଘୋଷଣା କରାଯାଇଛି। କରୋନା ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ୪ ଦିନିଆ ଶଟଡାଉନ୍‌ ନିଷ୍ପତ୍ତି ନେଇଛି । ଏହା ସହ ଲୋକମାନେ କିଭଳି ସାମାଜିକ ଦୂରତା ଏବଂ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେବେ ସେ ନେଇ ମଧ୍ୟ ସେମାନଙ୍କୁ  ସଚେତନ କରାଯାଇଛି ।

ଶଟଡାଉନ୍‌ କଟକଣାରୁ କିନ୍ତୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି । ହସ୍ପିଟାଲ, କ୍ଳିନିକ୍, ନର୍ସିଂ ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ମେଡିକାଲ ଷ୍ଟାଫମାନଙ୍କୁ ମେଡିକାଲ ଯିବା ଆସିବା କରିବା ପାଇଁ ଅନୁମତି ମିଳିଛି । ଟେଲିକମ୍ ସେବା, ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ଛାପା ଓ ବୈଦୁତିକ ଗଣମାଧ୍ୟମକୁ କଟକଣାରୁ ବାଦ୍ ଦିଆଯାଇଛି ।

The post ଆଜିଠୁ ବଲାଙ୍ଗିର ଶଟଡାଉନ୍ appeared first on Odisha Reporter.



from Odisha Reporter https://ift.tt/39Imu1W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages