ଆସାମ ରାଇଫଲ୍ସର ୩ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ଆସାମ ରାଇଫଲ୍ସର ୩ ଯବାନ ସହିଦ

ଆସାମ: ଉଗ୍ରବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ୩ ଯବାନ ସହିଦ।  ମିଆଁମାର ସୀମା ମଣିପୁରର ଚାଣ୍ଡେଲ ଜିଲ୍ଲାରେ ଆକ୍ରମଣ  ହୋଇଥିବା ସୂଚନା ମିଳିଛି। ସହିଦ ଯବାନମାନେ ଲୋକାଲ ଗ୍ରୁପ ପିପୁଲ୍ସ ଲିବରେସନ ଆର୍ମିର ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଉଗ୍ରବାଦୀମାନେ ପ୍ରଥମେ ଆମ୍ବୁସ କରି IED ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ପରେ ଯବାନଙ୍କ ଉପରକୁ ଆଖିବୁଜା  ଗୁଳିମାଡ଼ କରିଥିଲେ। ଏଥିରେ ୩ ଯବାନ ସହିଦ ହୋଇଯାଇଛନ୍ତି

The post ଆସାମ ରାଇଫଲ୍ସର ୩ ଯବାନ ସହିଦ appeared first on Odisha Reporter.



from Odisha Reporter https://ift.tt/2Pa0688

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages