ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ କୋଭିଡ୍ ନିୟମ ମାନି ପାଳିତ ହେବ ସ୍ୱାଧୀନତା ଦିବସ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। କୋଭିଡ୍ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ଏଥର ସ୍ୱାଧୀନତା ଦିବସରେ ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ। ପରେଡ କିମ୍ବା ମାର୍ଚ୍ଚପାଷ୍ଟ ହେବ ନାହିଁ। ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ସଂପୂର୍ଣ୍ଣ ବାରଣ କରାଯାଇଛି।
The post ଏଥର କୋଭିଡ ନିୟମ ମାନି ପାଳିତ ହେବ ସ୍ୱାଧୀନତା ଦିବସ appeared first on Odisha Reporter.
from Odisha Reporter https://ift.tt/31GmdZW
No comments:
Post a Comment