ସମ୍ୱଲପୁର (ସମୀର ଷଡଙ୍ଗୀ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବଢ଼ି ଚାଲିଛି। ତେଣୁ ଗତକାଲି ପର୍ଯ୍ୟାୟକ୍ରମେ ଡ୍ୟାମ୍ର ୧୨ଟି ଗେଟ୍ ଖୋଲା ଯାଇଛି। ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ୬୧୫.୪୧ ଫୁଟ୍ ରହିଛି।
ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୨,୦୪,୦୭୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆଉ ଡ୍ୟାମ୍ ମଧ୍ୟରୁ ୧,୯୩,୩୫୩ କ୍ୟୁସେକ୍ ଜଳ ନିଷ୍ପାସନ କରାଯାଉଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
The post ହୀରାକୁଦ ଡ୍ୟାମ୍ ଖୋଲିଛି ୧୨ଟି ଗେଟ୍ appeared first on Odisha Reporter.
from Odisha Reporter https://ift.tt/3awqAKY
No comments:
Post a Comment