ଟ୍ୱିନ ସିଟିରେ ହେବ ନାହିଁ ଗଣେଶ ପୂଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 13, 2020

ଟ୍ୱିନ ସିଟିରେ ହେବ ନାହିଁ ଗଣେଶ ପୂଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଏ ବର୍ଷ କଟକ, ଭୁବନେଶ୍ୱରରେ ଗଣେଶ ପୂଜା ହେବ ନାହିଁ। ଏନେଇ କମିଶନରେଟ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

କମିଶନରେଟ ପୁଲିସର ସୂଚନା ଅନୁସାରେ, ଟ୍ୱିନ ସିଟିରେ କୌଣସି ମଣ୍ଡପରେ ହୋଇପାରିବନି ଗଣେଶ ପୂଜା। କରୋନା କଟକଣା ଅନୁଯାୟୀ ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜାକୁ ବାରଣ କରାଯାଇଛି।

The post ଟ୍ୱିନ ସିଟିରେ ହେବ ନାହିଁ ଗଣେଶ ପୂଜା appeared first on Odisha Reporter.



from Odisha Reporter https://ift.tt/2XYcq05

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages