ସ୍ୱର୍ଗର ଅପ‌ସରା ପାଇଁ ପପୁର ପୂଜାପାଠ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

ସ୍ୱର୍ଗର ଅପ‌ସରା ପାଇଁ ପପୁର ପୂଜାପାଠ!

ପପୁର ଚରିତ୍ର ଉପରେ ପ୍ରୀତିର ସବୁବେଳେ ସନ୍ଦେହ। ଅଫିସରେ କାଳେ ପପୁ କୋଉ ଝିଅ ସହ କଥା ହେଉଛି। ପ୍ରୀତିକୁ କହୁନାହିଁ। ପ୍ରୀତି ବି ଆଗ ଅପେକ୍ଷା ପପୁର ସବୁ କାମ ଉପରେ ଏବେ ନଜର ରଖୁଛି। ପ୍ରୀତି ମନକୁ ସନ୍ଦେହ ଦୂର କରିବା ପାଇଁ ପପୁ ଚିନ୍ତାକଲା।

ସେଥିପାଇଁ ପପୁ ଆଇ ଦାଢ଼ି କାଟିଲା ନାହିଁ। ନିୟମିତ ପୂଜା କଲା ଏବଂ ଗରିବମାନଙ୍କୁ ଦାନ,ଦକ୍ଷିଣା ଦେବାରେ ଲାଗିଲା। ଏମିତିକି ଅଫିସରୁ ଆସିବା ପରେ ଯଦି କିଛି ସମୟ ବଳିପଡ଼େ, ସେ ପୂଜାପାଠରେ ଲାଗିପଡ଼େ।

ଏସବୁ ଦେଖିବା ପରେ ପ୍ରୀତି ତା ପିଲାଦିନର ସାଙ୍ଗ ରାନୁକୁ ଫୋନ୍‌ କରି କଥା ହେବାବେଳେ କହିଲା, ‘ ଜାଣିଛୁ ରାନୁ, ଏ ବଦମାସ୍ ସ୍ୱର୍ଗର ଅପସରାଙ୍କୁ ପାଇବା ପାଇଁ ଏବେ ପୂଜାପାଠରେ ଲାଗିପଡ଼ିଛି। ମୁନିଋଷିଙ୍କ ପରି ଦାଢ଼ି ବି ବଢ଼ିଗଲାଣି।’

The post ସ୍ୱର୍ଗର ଅପ‌ସରା ପାଇଁ ପପୁର ପୂଜାପାଠ! appeared first on Odisha Reporter.



from Odisha Reporter https://ift.tt/3giABxv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages