ଗାଁରେ ପଶିଲା କଲରାପତରିଆ ବାଘ, ତା’ ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

ଗାଁରେ ପଶିଲା କଲରାପତରିଆ ବାଘ, ତା’ ପରେ…

ସୁନ୍ଦରଗଡ(ଓଡ଼ିଶା ରିପୋର୍ଟର): କଲରାପତରିଆ ବାଘ ଆକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ରମ୍ପିଆ ଗାଁର ଜଣେ ମହିଳାଙ୍କ ସମେତ ୪ ଜଣ  ଆହତ ହୋଇଛନ୍ତି ।  ସେମାନେ ବର୍ତ୍ତମାନ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ରମ୍ପିଆ ଗାଁ ଜଙ୍ଗଲ ଘେରା ହୋଇଥିବା ଯୋଗୁଁ ସେଠାରେ ଅଧିକାଂଶ ସମୟରେ ହାତୀ ଏବଂ ବାଘ ଆତଙ୍କ ଲାଗି ରହିଥାଏ ।  ବାଘଟି ଗାଁରେ ପଶିବା ପରେ ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ଘର ସଦସ୍ୟ ବାହାରକୁ ବାହାରିବାରୁ ବାଘ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

The post ଗାଁରେ ପଶିଲା କଲରାପତରିଆ ବାଘ, ତା’ ପରେ… appeared first on Odisha Reporter.



from Odisha Reporter https://ift.tt/30tLsPN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages