ରାସ୍ତା ଉପରେ ଲହଡ଼ି ମାରୁଛି ୩ ଫୁଟର ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 13, 2020

ରାସ୍ତା ଉପରେ ଲହଡ଼ି ମାରୁଛି ୩ ଫୁଟର ପାଣି

ଆଠଗଡ଼(ନିଳକଣ୍ଠ ଦୋରା): ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ରାସ୍ତା ଉପରେ ୩ ଫୁଟର ପାଣି ଲହଡ଼ି ମାରୁଛି।  ଫଳରେ କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଯାତାୟତ ନିମନ୍ତେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।  ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ  ରାସ୍ତା ଦୃଶ୍ୟମାନ ହେଉନି। ଫଳରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ ଲେଉଟି ପଡିଛି ।

ସେହିପରି ଆଠଗଡ ବଜାରର କିଛି ଅଞ୍ଚଳରେ ଡ୍ରେନରେ ଠିକ୍ ଭାବେ ପାଣି ନିଷ୍କାସନ ହୋଇପାରି ନାର୍ହି। ଫଳରେ ରାସ୍ତାରେ ପାଣି ଲହଡି ମାରିବା ସହ କିଛି ଦୋକାନରେ ଡ୍ରେନ ପାଣି ପଶିଯାଇଛି ।

The post ରାସ୍ତା ଉପରେ ଲହଡ଼ି ମାରୁଛି ୩ ଫୁଟର ପାଣି appeared first on Odisha Reporter.



from Odisha Reporter https://ift.tt/2XYUa6G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages