ବିଷ ନେଇଗଲା ବାପା, ମା ଓ ଝିଅର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

ବିଷ ନେଇଗଲା ବାପା, ମା ଓ ଝିଅର ଜୀବନ

ବରଗଡ଼ (ଦୀପକ ଶର୍ମା): ବରଗଡ଼ ବିଜେପୁର ଅଂଚଳରେ ଅଭାବନୀୟ ଘଟଣା।  ବିଷ ପିଇ ଗୋଟିଏ ପରିବାରର ବାପା, ମାଆ ଓ ଝିଅର ମୃତ୍ୟୁ ଘଟିଛି।  ବେନିଆଚାଲା ଗାଁରେ ଘଟିଛି ଏ ଅଭାବନୀୟ ଘଟଣା।  ଗତକାଲି ପରିବାରର ସମସ୍ତେ ବିଷ ପିଇଥିବା ଅଭିଯୋଗ ହୋଇଥିଲ॥

ଗତକାଲି ବାପା ଓ ୧୨ ବର୍ଷ ଝିଅର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ମାଆକୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା।  ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।  ସ୍ତ୍ରୀଓ ଝିଅକୁ ବିଷ ପିଆଇବା ପରେ ସ୍ୱାମୀ ବିଷ ପିଇଥିବା ସୂଚନା ମିଳିଛି। ଘରୋଇ କଳିରୁ ଏଭଳି ଏକ ଅଘଟଣା ଘଟିଥିବା ସନ୍ଦେହ କରାଯାଉଛି।

The post ବିଷ ନେଇଗଲା ବାପା, ମା ଓ ଝିଅର ଜୀବନ appeared first on Odisha Reporter.



from Odisha Reporter https://ift.tt/2FHqIfg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages